Immersion of idol of lord Ganesha with great pomp in dharamgarh ganesha mandir mein



୧୧ଦିନ ଧରି ହୋଇ ଥିବା ଗଣେଶ ପୂଜାର ଭସାଣି ଉତ୍ସଵ

ଧର୍ମଗଡ ତିନି ଛକ ଠାରେ ଦୀର୍ଘ ୧୧ ଦିନ ଧରି ହୋଇ ଥିବା ଗଣେଶ ପୂଜାର ଭସାଣି ଉତ୍ସଵ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଓ ଜିଲ୍ଲା ବାହାର ର ସାଂସ୍କୃତିକ ଦଳ ଙ୍କ ଗହଣରେ ଶେଷ ହୋଇଛି। ଦିର୍ଘ ୧୧ ଦିନ ଏହି ପୂଜା କମିଟି ତରଫରୁ ମାଗଣା ବିଭିନ୍ନ ପ୍ରକାର ଭୋଗ, ଓ ଅର୍ଣ୍ଣ ଭୋଗ ଦିଆଯାଇ ଥିଲା।ଓ ପ୍ରତେକ ଦିନ ବିଭିନ୍ନ ପ୍ରକାର ସାଂକୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଉ ଥିଲା।ଏଠାରେ ସୂଚନାଯୋଗ୍ୟ ଯେ କାହା କୁ ଚାନ୍ଦା ନ ମା ଗି କମିଟିର ସଦସ୍ୟ ମାନେ ନିଜେ ନିଜ ସାମର୍ଥ୍ୟ ହିସାବରେ ଅର୍ଥ ଦାନ କରି ଏହି ବିଶାଳ ପୁଜା କରି ଥାନ୍ତି।
ଏହି କାର୍ଯ୍ୟ କ୍ରମରେ ପୂଜା କମିଟିର ସଭାପତି ହେମ ପ୍ରକାଶ ନାଏକ(ମିଟୁ)ଉପ ସଭାପତି ହନୁମାନ ପ୍ରସାଦ ଅଗ୍ରୱାଲ, ସମ୍ପାଦକ ଦୈତାରୀ ଖ ମାରି,ଙ୍କ ସମେତ କମିଟି ର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥିଲେ।ସୋଦନ ବିହାରୀ ମୂର୍ତ୍ତି ନିର୍ମାଣ କରି ଥିବା ବେଳେ ସାଜସଜ୍ଜା କାଳିଆ ସୁନାନୀ ଓ ଅନିରୁଦ୍ଧ ଲହଜଲ ଆଲୋକ ସାଜ ଶଯ୍ୟା କରି ଥିଲେ।

For more visit mandir mein

Leave a Reply

sakarya escort bayan bayan Eskişehir escort